ଡ. ଅରୁଣ କୁମାର ସାହୁ
ମାନ୍ୟବର ମନ୍ତ୍ରୀ
କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ଉଚ୍ଚ ଶିକ୍ଷା, ଓଡିଶା
ଶ୍ରୀ ରାଜ କୁମାର ଶର୍ମା, ଭା.ପ୍ର.ସେ.
କୃଷି ଉତ୍ପାଦନ କମିଶନର
ଓଡିଶା ସରକାର
ଶ୍ରୀ ଆର. ରଘୁ ପ୍ରସାଦ, ଭା.ବ.ସେ.
କମିଶନର ତଥା ଶାସନ ସଚିବ
ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ଓଡିଶା ସରକାର
ଇଂ. ସ୍ମତି ରଞ୍ଜନ ପ୍ରଧାନ , ଭା.ପ୍ର.ସେ
ନିର୍ଦ୍ଦେଶକ
ମତ୍ସ୍ୟନିର୍ଦ୍ଦେଶାଳୟ, ଓଡିଶା,କଟକ

ମତ୍ସ୍ୟ ନିର୍ଦ୍ଧେଶାଳୟ ଓଡିଶା

ମତ୍ସ୍ୟ ପାଳନ କ୍ଷେତ୍ର ରେ ଯୋଜନା, କାର୍ଯ୍ୟକ୍ରମ ଏବଂ ନୀତି ଇତ୍ୟାଦି କାର୍ଯ୍ୟ ମତ୍ସ୍ୟ ନିର୍ଦେଶାଳୟ, ଓଡିଶା ଦ୍ୱାରା ହୋଇଥାଏ | ମତ୍ସ୍ୟ ନିର୍ଦେଶାଳୟ, ଓଡିଶା ୧୯୫୬ ମସିହା ରେ ରାଜ୍ୟ ରେ ମତ୍ସ୍ୟ ସମ୍ପଦ ସମ୍ବଦ୍ଧିୟ ସମସ୍ତ ବିକାଶ ମୂଳକ କାର୍ଯ୍ୟ ତଦାରଖ କରିବାକୁ ସ୍ଥାପିତ ହୋଇଥିଲା | ଏହା ବାସ୍ତବ ରେ ଏକ ସେବା କ୍ଷେତ୍ର ଏବଂ ସମ୍ପ୍ରସାରଣ ଅଭିମୁଖି ବୈଷୟିକ ବିଭାଗ, ଯିଏ ବୈଜ୍ଞାନିକ ପଦ୍ଧତି ରେ ରାଜ୍ୟ ରେ ମତ୍ସ୍ୟ ଚାଷ ର ବିକାଶ ସହ ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କ ର ଅର୍ଥନୈତିକ ବିକାଶ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥାଏ |

ଲକ୍ଷ୍ୟ (Mission)

ମତ୍ସ୍ୟ ଚାଷ ର ବିକାଶ ତଥା ସମ୍ପ୍ରସାରଣ ଦ୍ୱାରା ଖାଦ୍ୟ ଏବଂ ଜୀବିକା ର ସୁରକ୍ଷା ସହ ମତ୍ସ୍ୟ ଚାଷୀ ତଥା ମତ୍ସ୍ୟଜୀବୀ ମାନଙ୍କର ନିଯୁକ୍ତି ସୁଯୋଗ ଓ ମଙ୍ଗଳ ନିମନ୍ତେ ଦୃଷ୍ଟି ଦେବା |

ଦୃଷ୍ଟିପାତ(Vision)

ସର୍ବୋତ୍ତମ ବ୍ୟବହାର ଦ୍ୱାରା ଅନ୍ତର୍ଦେଶୀୟ, ଉପକୂଳ ଜଳକୃଷି ଓ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ରେ ଅଭିବୃଦ୍ଧି ସହ ଘରୋଇ ବ୍ୟବହାର ନିମନ୍ତେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ର ରେ ଆତ୍ମନିର୍ଭରଶୀଳ ହେବା ତଥା ସାମୁଦ୍ରିକ ଖାଦ୍ୟ ଶିଳ୍ପ ର ବିକାଶ କରାଇବା |

Image
Image
Image
Image
Image
Image

ଫୋଟ ଗ୍ୟାଲେରୀ

image-1
image-1
image-1
image-1
image-1
image-1
ଅଧିକ ଛବି »

ଓଡିଶା ୱାର୍ଲଡଫିସ ପ୍ରୋଜେକ୍ଟ

ୱାର୍ଲଡ ଫିସ ଏକ ଆନ୍ତଃ ରାଷ୍ଟ୍ରୀୟ ସଂଗଠନ ଏବଂ ଏହା ୧୫ ଗୋଟି ସି ଜି ଆଇ ଏ ଆର ଗବେଷଣା କେନ୍ଦ୍ର ମଧ୍ୟ ରୁ ଗୋଟିଏ | ଏହା ର ମୁଖ୍ୟ କାର୍ଯ୍ୟାଳୟ ମାଲେସିଆ ର ପେନାଙ୍ଗ ଠାରେ ଅବସ୍ଥିତ | ୱାର୍ଲଡ ଫିସ ମତ୍ସ୍ୟ ସମ୍ପଦ ର ଅଭିବୃଦ୍ଧି ମାଧ୍ୟମ ରେ ମତ୍ସ୍ୟ ଚାଷୀଙ୍କ ଜୀବନ ଜୀବିକା ଏବଂ ଖାଦ୍ୟ ଓ ପୃଷ୍ଟି ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଛି | ମାଛ ଉତ୍ପାଦନ ଦିଗରେ ଅଧିକ ଗବେଷଣା ସହିତ ମତ୍ସ୍ୟ ଉତ୍ପାଦ ଓ ଉତ୍ପାଦନ ନିମନ୍ତେ ଆଗ୍ରହୀ ବ୍ୟକ୍ତି, ଗବେଷକ ଓ ସଂଗଠନ ମାନଙ୍କୁ ବୈଷୟିକ ପରାମର୍ଶ ଓ ସହାୟତା ଉଦେଶ୍ୟ ରେ କାର୍ଯ୍ୟ କରୁଅଛି | ଓଡିଶା ସରକାର ଙ୍କ ମତ୍ସ୍ୟ ପାଳନ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ୱାର୍ଲଡ ଫିସ , ମାଲେସିଆ ମଧ୍ୟ ରେ ବୈଷୟିକ ସହଯୋଗ ...

ଅଧିକ ଜାଣନ୍ତୁ »

ଭିଡ଼ିଓ ଗ୍ୟାଲେରୀ


Copyright © 2019 Directorate of Fisherise,Government of Odisha. All rights reserved.     Site Hosted and Maintained by National Informatics Centre, Bhubaneswar, Odisha.